Cisco Login Process
ଯଦି ଆପଣମାନେ CISCO ରେ login କରିବାକୁ ଚାହୁଁଛନ୍ତି ତାହାଲେ ତଳେ ଦିଆଯାଇଥିବା step କୁ ପଢି Try କରନ୍ତୁ
ଯଦି ଆପଣ CISCO ରେ registration କରିସାରିଛନ୍ତି ତେବେ ଆପଣ login କରି ପାରିବେ ଏବଂ ଯଦି ଆପଣ CISCO ରେ registration କରାଇ ନାହାନ୍ତି ତେବେ ଆପଣ ଆପଣଙ୍କ Sir କିମ୍ବା Mam ଙ୍କ ସହ contact କରନ୍ତୁ
Step 1 :- ନିଜ Mobile Phone ରେ 'Chrome' browser Open କରନ୍ତୁ
Step 2 :- 'Chrome' browser Open କରି ସାରିବା ପରେ 'search or type URL' ରେ click କରନ୍ତୁ
Step 3 :- 'search or type URL' ରେ click କରି ସାରିବା ପରେ type କରନ୍ତୁ netacad.com ଏବଂ enter ରେ click କରନ୍ତୁ
Step 4 :- 'netacad.com' ରେ enter କରି ସାରିବା ପରେ ଆପଣମାନେ ଦେଖିପାରିବେ ଯେ ବାମ side ରେ ତିନୋଟି line ଅଛି, ସେଇ ତିନୋଟି line ରେ click କରନ୍ତୁ
Step 5 :- ତିନୋଟି line ରେ click କରି ସାରିବା ପରେ ଆପଣମାନେ ଦେଖିପାରିବେ ଯେ ସେଠାରେ ଏକ 'Log in' option ରହିଛି ସେଥିରେ Click କରନ୍ତୁ
Comments
Post a Comment