Find question's answer quickly
ଏହି post ଟିରେ ଆପଣମାନେ ଜାଣିବେ ଯେ କିପରି ବହୁତ୍ କମ୍ ସମୟରେ Exam ରେ ପଚରାଯାଉଥିବା question ର answer ପାଇବେ
Login କରି ସାରିବା ପରେ ଆପଣମାନେ 'Launch Course' ରେ click କରନ୍ତୁ
'Launch Course' ରେ click କରି ସାରିବା ପରେ 'Grades' ରେ click କରନ୍ତୁ
Grades ରେ click କରି ସାରିବା ପରେ ଆପଣମାନେ check କରନ୍ତୁ ନିଜ ନାମ ଆଉ Chapter Exam ଦେଖାଉଛି କି ନାହିଁ
ନାମ check କରି ସାରିବା ପରେ ତଳକୁ ଆସନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କୁ ଦେଖାଉଥିବ 'Chapter 1 Exam' ଇତ୍ୟାଦି ଆଉ ଆପଣମାନେ ଗୋଟାକ ପରେ ଗୋଟେ Exam complete କରିବେ ତେଣୁ ପ୍ରଥମେ Chapter 1 Exam ରେ click କରିବେ
Chapter 1 Exam ରେ click କରି ସାରିବା ପରେ ଆପଣମାନେ 'Start Assessment' ରେ click କରନ୍ତୁ
ଏହା ପରେ Continue ରେ click କରନ୍ତୁ
ପୁଣି ଏହା ପରେ ଆପଣମାନେ 'Begin Assessment' ରେ click କରନ୍ତୁ
ଏହା ପରେ ଆପଣମାନେ ଦେଖି ପାରିବେ ଆପଣଙ୍କୁ questions ଦେଖାଉଥିବ, ଆଉ ଏହି questions ର answer link ମୁଁ telegram group or Channel ରେ ଛାଡ଼ିବି ସେଥିରୁ କିପରି Answer ପାଇବେ ସେଇଟା ଏବେ ଦେଖିବା, କେବେବି All questions ର answer ନ କରି submit ରେ click କରିବେ ନାହିଁ ଗୋଟେ question answer କଲା ପରେ next option ରେ click କରନ୍ତୁ next ରେ click କଲେ ପରବର୍ତ୍ତୀ question କୁ ଯାଇ ପାରିବେ
ଏହା ଏକ ଉଦାହରଣ ଗୋଟେ question ର answer kemiti ପାଇବେ
Answer link ଯାହା ଦେଇଥିବି ସେଥିରେ Click କରି conform ହେବେ ଯେମିତି ଉପର photo ରେ ଯେମିତି ଦେଖାଇଛି ସେମିତି ଦେଖି check କରିବେ
ଏହା ପରେ question କୁ copy କରିବେ ଓ Answer link ନିଜ Web browser ରେ open କରି ଉପରେ ଯେମିତି ତିନୋଟି dot ରେ click କରନ୍ତୁ
ତିନୋଟି dot ରେ click କରି ସାରିବା ପରେ 'Find in page' option ରେ click କରନ୍ତୁ
Find in page ରେ click କରି ସାରିବା ପରେ ଆପଣଙ୍କୁ find in page ଉପରେ ଯେମିତି photo ରେ ଦେଖା ଦେଇଛି ସେମିତି ଦେଖା ଯିବ ସେଥିରେ Click କରି copy କରି ଥିବା question କୁ paste କରନ୍ତୁ, ମନେ ରଖନ୍ତୁ ଯେ question paste କରି ସାରିବା ପରେ ବାମ ପଟେ କୌଣସି space ନ ଥିବ ଯଦି space ଥାଏ ତେବେ question ର answer show କରିବ ନାହିଁ
ଯେମିତି ଦେଖନ୍ତୁ space ରହିଛି ବୋଲି 0/0 ଦେଖାଉଛି
Question ର ଆରମ୍ଭକୁ ଆସି space ଟିକୁ କାଟିବେ ବା ଲିଭାଇବେ
Space କାଟିବା ବା ଲିଭାଇବା ପରେ ଆପଣମାନେ direct ସେଇ question ସହ answer ପାଇ ଯିବେ ଏବଂ ଏହି Answer କୁ ଦେଖି Exam ରେ ପଚରାଯାଉଥିବା question ର answer କରିବେ
17.
ସବୁ questions ର answer କରି ସାରିବା ପରେ submit ରେ click କରନ୍ତୁ
Submit ରେ click କଲା ପରେ ଆପଣଙ୍କୁ 'Grade Assessment' ରେ click କରନ୍ତୁ
Comments
Post a Comment