Forget password reset or change
ଏହି post ଟିରେ ଆପଣ ଯଦି ଆପଣଙ୍କର CISCO Login password ଭୁଲିଯାଇଛନ୍ତି ବା password wrong ଦେଖାଉଛି ତେବେ ଆପଣଙ୍କ ପାଇଁ post ଟି
1. Mobile ରେ 'Chrome' browser Open କରନ୍ତୁ 👆👆
4. netacad.com ରେ click କରି enter କରି ସାରିବା ପରେ ଆପଣମାନେ ଦେଖିବେ ବାମ ପଟେ ତିନୋଟି line ରହିଛି ସେଥିରେ Click କରନ୍ତୁ
9. 'Reset via Email' ରେ click କଲା ପରେ ଆପଣଙ୍କୁ Email sent screen ଦେଖାଇବ ଯେମିତି ଉପର photo ରେ ଦେଖିଆହୋଇଛି
13. Reset password ପାଇଁ password ଟି 12 ରୁ ଅଧିକା ଅକ୍ଷର ବିଶିଷ୍ଟ ହେବା ଦରକାର ଏବଂ ଏକ symbol ଏବଂ number ରହିବା ଆବଶ୍ୟକ ଏବଂ Capital letter ଓ Small letter ରହିବା ମଧ୍ୟ ଦରକାର
ଉଦାହରଣ ସ୍ୱରୂପ : Jagannath#123456
ଆପଣ ଦେଖି ପାରିବେ ଯେ ଉପର ଉଦାହରଣରେ 12 ରୁ ଅଧିକା ଅକ୍ଷର ଏବଂ symbol ଓ Number ସହ password ଦିଆଯାଇଛି
ଏବଂ password ଦେଇ ସାରିଲା ପରେ Reset password ରେ click କରିବେ
Comments
Post a Comment