Find question's answer quickly
ଏହି post ଟିରେ ଆପଣମାନେ ଜାଣିବେ ଯେ କିପରି ବହୁତ୍ କମ୍ ସମୟରେ Exam ରେ ପଚରାଯାଉଥିବା question ର answer ପାଇବେ 1. Login କରି ସାରିବା ପରେ ଆପଣମାନେ 'Launch Course' ରେ click କରନ୍ତୁ 2. 'Launch Course' ରେ click କରି ସାରିବା ପରେ 'Grades' ରେ click କରନ୍ତୁ 3. Grades ରେ click କରି ସାରିବା ପରେ ଆପଣମାନେ check କରନ୍ତୁ ନିଜ ନାମ ଆଉ Chapter Exam ଦେଖାଉଛି କି ନାହିଁ 4. ନାମ check କରି ସାରିବା ପରେ ତଳକୁ ଆସନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କୁ ଦେଖାଉଥିବ 'Chapter 1 Exam' ଇତ୍ୟାଦି ଆଉ ଆପଣମାନେ ଗୋଟାକ ପରେ ଗୋଟେ Exam complete କରିବେ ତେଣୁ ପ୍ରଥମେ Chapter 1 Exam ରେ click କରିବେ 5. Chapter 1 Exam ରେ click କରି ସାରିବା ପରେ ଆପଣମାନେ 'Start Assessment' ରେ click କରନ୍ତୁ 6. ଏହା ପରେ Continue ରେ click କରନ୍ତୁ 7. ପୁଣି ଏହା ପରେ ଆପଣମାନେ 'Begin Assessment' ରେ click କରନ୍ତୁ 8. ଏହା ପରେ ଆପଣମାନେ ଦେଖି ପାରିବେ ଆପଣଙ୍କୁ questions ଦେଖାଉଥିବ, ଆଉ ଏହି questions ର answer link ମୁଁ telegram group or Channel ରେ ଛାଡ଼ିବ...